ଚନ୍ଦ୍ରହାର Chandrahāra

  • ଦେ. ବି. (ଏଥିରେ ଚନ୍ଦ୍ର ପରି ଗୋଲାକାର ଚକତି ମାନ ଖଞ୍ଜା ଥିବାରୁ) — ଗୋଠ ବା କଟିଭୂଷଣବିଶେଷ — 1. A waist-chain set with circular bits
  • ଦେ. ବି. (ଏଥିରେ ଚନ୍ଦ୍ର ପରି ଗୋଲାକାର ଚକତି ମାନ ଖଞ୍ଜା ଥିବାରୁ) — ଗଳାର ହାରବିଶେଷ — A kind of necklace
  • ପ୍ରାଦେ. (ଆଠମଲ୍ଲିକ) ବି — ଗୋଖର ଆଦିରେ ଲାଗିଥିବା ଶିକୁଳି; ଯାହା କାନ ଉପରେ ବୁଲି ଆସିଥାଏ — Chain which keeps the heavy pendants of the ear suspended