ଚନ୍ଦ୍ରଶାଳା Chandraṡāḻā

  • ସଂ. ବି. — ପ୍ରାସାଦ ଉପରିସ୍ଥ ଗୃହ; ଶିରୋଗୃହ — A room at the top of a house or building; a turret at the top of a house
  • ସଂ. ବି. — ଚନ୍ଦ୍ରକିରଣ (ହି. ଶବ୍ଦସାଗର) — Moonlight (M.W.)