ଚନ୍ଦ୍ରଲୋକ Chandraloka

  • ସଂ. ବି.— ( 6 ଷ୍ଠୀ ତତ୍; ଚନ୍ଦ୍ର+ଲୋକ) — ସୌରଜଗତରେ ଯେଉଁ ସ୍ଥାନରେ ଚନ୍ଦ୍ର ପୃଥିବୀକୁ ପରି— ଭ୍ରମଣ କରେ — The space of the moon's orbit round the earth
  • ସଂ. ବି.— ( 6 ଷ୍ଠୀ ତତ୍; ଚନ୍ଦ୍ର+ଲୋକ) — ପୁରାଣୋକ୍ତ ସ୍ୱର୍ଗଲୋକବିଶେଷ, ଯହିଁର ଅଧିଷ୍ଠାତା ଚନ୍ଦ୍ର — A heaven or sphere said to be presided over by the moon-god
  • ସଂ. ବି.— ( 6 ଷ୍ଠୀ ତତ୍; ଚନ୍ଦ୍ର+ଲୋକ) — ଚନ୍ଦ୍ରଗ୍ରହର ଅଭ୍ୟନ୍ତର ସ୍ଥାନ — The place on the face of the planet-moon