ଚନ୍ଦ୍ରଲେଖା Chandralekhā

  • ସଂ. ବି. — ଚନ୍ଦ୍ରରେଖା (ଦେଖ) — Chandrarekhā (See)
  • ସଂ. ବି. — ଲତାବିଶେଷ — A kind of creeper
  • ସଂ. ବି. — ପଞ୍ଚଦଶାକ୍ଷର ସଂସ୍କୃତ ଛନ୍ଦୋବିଶେଷ — Name of Sanskrit metre
  • ସଂ. ବି. — ନଦୀ ବିଶେଷ — Name of a river