ଚନ୍ଦ୍ରମହାଦଶା Chandra mahādaṡā
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ମହାଦଶା) — (ଜ୍ୟୋତିଷ) ମନୁଷ୍ୟର ଜାତକରେ ଗ୍ରହ ଅବସ୍ଥାନ ଅନୁସାରେ ଗଣନା କରାଯିବା ମନୁଷ୍ୟର ଜୀବନରେ ଚନ୍ଦ୍ରଗ୍ରହ ଭୋଗ କରିବା କାଳ (ଏହାର ପରିମାଣ 10 ବରଷ) — (ଜ୍ୟୋତିଷ) ମନୁଷ୍ୟର ଜାତକରେ ଗ୍ରହ ଅବସ୍ଥାନ ଅନୁସାରେ ଗଣନା କରାଯିବା ମନୁଷ୍ୟର ଜୀବନରେ ଚନ୍ଦ୍ରଗ୍ରହ ଭୋଗ କରିବା କାଳ (ଏହାର ପରିମାଣ10ବରଷ)—Ten years of the life time of a man when the moon presides over his life