ଚନ୍ଦ୍ରମଲ୍ଲିକା Chandramallikā
- ସଂ. ବି (ତୁଳ. ଫା. ଗୁଲ୍ଦାଉଦୀ) — ଏକଜାତୀୟ ହଳଦିଆ ବିଦେଶାଗତ ସୁବାସଫୁଲ- — Chrysanthemum Indicum
- ସଂ. ବି (ତୁଳ. ଫା. ଗୁଲ୍ଦାଉଦୀ) — [ଦ୍ର—ଏହା ହେମନ୍ତ କାଳରେ ଫୁଟେ। ଫୁଲର ପରିଧି 6 ଇଞ୍ଚ ଠାରୁ 1 ୳ ଫୁଟ ପର୍ଯ୍ୟନ୍ତ ହୁଏ। ଫୁଲ ଫୁଟିବା ପରେ ଏକମାସ ପର୍ଯ୍ୟନ୍ତ ସତେଜ ରହିପାରେ।] — [ଦ୍ର—ଏହା ହେମନ୍ତ କାଳରେ ଫୁଟେ ଫୁଲର ପରିଧି6ଇଞ୍ଚ ଠାରୁ1୳ ଫୁଟ ପର୍ଯ୍ୟନ୍ତ ହୁଏ ଫୁଲ ଫୁଟିବା ପରେ ଏକମାସ ପର୍ଯ୍ୟନ୍ତ ସତେଜ ରହିପାରେ]