ଚନ୍ଦ୍ରମଣ୍ଡଳ Chandramaṇḍaḻa
- ସଂ. ବି ( 6 ଷ୍ଠୀ ତତ୍; ଚନ୍ଦ୍ର+ମଣ୍ଡଳ) — ଚନ୍ଦ୍ରଙ୍କ ଗୋଲା— କାର କଳେବର — The orb of the moon; the lunar orb
- ସଂ. ବି ( 6 ଷ୍ଠୀ ତତ୍; ଚନ୍ଦ୍ର+ମଣ୍ଡଳ) — ସମୟ ସମୟରେ ଚନ୍ଦ୍ରଙ୍କ ଚାରିପାଖେ କିଛିଦୂର ପର୍ଯ୍ୟନ୍ତ ଯେଉଁ ମଣ୍ଡଳାକାର ପ୍ରଭା ଚନ୍ଦ୍ରଙ୍କୁ ବେଷ୍ଟନ କଲାପରି ଦେଖାଯାଏ — A halo or circle seen surrounding the moon on some cloudy night
- ସଂ. ବି ( 6 ଷ୍ଠୀ ତତ୍; ଚନ୍ଦ୍ର+ମଣ୍ଡଳ) — ଚନ୍ଦ୍ରମଣ୍ଡଳ ଭିତରେ ତାରା, ମେଘ ବରଷିବ ମୂଷଳଧାରା—ଡାକଋଷିବଚନ।