ଚନ୍ଦ୍ରମଣି Chandramaṇi

  • ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; ଚନ୍ଦ୍ର+ମଣି) — ଚନ୍ଦ୍ରକାନ୍ତମଣି — The moonstone; a gem
  • ଦେ. ବି. (ପୁଂ. ଓ ସ୍ତ୍ରୀ) — ଲୋକଙ୍କ ନାମ — A name given to males and females