ଚନ୍ଦ୍ରମଣିଦାଶ Chandramaṇi dāṡa

  • ଦେ. ବି. (ନାମ) — ପ୍ରାଚୀନ ଓଡ଼ିଆ କବିବିଶେଷ — Name of an ancient Oṟḍ̠iā poet
  • ଦେ. ବି. (ନାମ) — [ଦ୍ର—ଏ ଜାତିରେ ବ୍ରାହ୍ମଣ; ବୈଷ୍ଣବଧର୍ମ ଗ୍ରହଣ କରିଥିଲେ। 'ସୁଧାସାଗର ଗୀତା' ଏହାଙ୍କ ଦ୍ୱାରା ରଚିତ। ତାରିଣୀ, ଉତ୍କଳସାହିତ୍ୟ ଇତିହାସ।]