ଚନ୍ଦ୍ରଭାଗ Chandrabhāga

  • ସଂ. ବି — ହିମାଳୟର ଶୃଙ୍ଗବିଶେଷ — Name of a mountain-peak in the Himalayan range
  • ସଂ. ବି — [ଦ୍ର—ପୁରାଣରେ ଅଛି ଯେ ଏହିଠାରେ ବ୍ରହ୍ମା ଚନ୍ଦ୍ରଙ୍କର ହ୍ରାସ— ବୃଦ୍ଧିର ଭାଗ ନିରୂପଣ କରିଥିଲେ।]