ଚନ୍ଦ୍ରଭାଗାଳିକା Chandrabhāgāḻikā

  • ଦେ. ବିଣ. ସ୍ତ୍ରୀ — ଅର୍ଦ୍ଧଚନ୍ଦ୍ର ସଦୃଶ ଲଲାଟବିଶିଷ୍ଟା (ସ୍ତ୍ରୀ) — (a woman) Having a crescent-shaped brow
  • ଦେ. ବିଣ. ସ୍ତ୍ରୀ — ବ୍ୟାକୁଳ ବିନାଶେ ନବୀନାମଣି, ବିଭ୍ରାଜ ଚନ୍ଦ୍ରଭାଗାଳିକା ପୁଣି। ଭଞ୍ଜ, ବୈଦେହୀଶବିଳାସ।