ଚନ୍ଦ୍ରବଲ୍ଲରୀ Chandraballarī

  • ସଂ. ବି. ସ୍ତ୍ରୀ. (ଉପମିତ କର୍ମଧାରୟ; ଚନ୍ଦ୍ର ସଦୃଶ ଉଜ୍ଜ୍ୱଳ ବଲ୍ଲରୀ) — ସୋମ ଲତା — The Soma creeper
  • ସଂ. ବି. ସ୍ତ୍ରୀ. (ଉପମିତ କର୍ମଧାରୟ; ଚନ୍ଦ୍ର ସଦୃଶ ଉଜ୍ଜ୍ୱଳ ବଲ୍ଲରୀ) — ଶାକଲତାବିଶେଷ — Ruta Graveolens; a kind of pot-herb (M.W.)