ଚନ୍ଦ୍ରବଦନ Chandrabadana

  • ସଂ. ବି.—(ଉପମିତ ସମାସ; ଚନ୍ଦ୍ର+ବଦନ) — ଚନ୍ଦ୍ରପରି ସୁନ୍ଦର ମୁଖ — Moon-like lovely face
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଚନ୍ଦ୍ରଙ୍କ ପରି ସୁନ୍ଦର ମୁଖଯୁକ୍ତ (ପୁରୁଷ) — (a male) Having a lovely face like the moon