ଚନ୍ଦ୍ରପୃଷ୍ଟ Chandrapṛushṭa

  • ଗ୍ରା. ବିଣ. ପୁଂ. — ଯାହାର ଜାନୁ, ଭୁଜ ଓ ହୃଦୟ ମୋଟ ଓ ପେଟ କୃଶ ଏବଂ ଯେ ଦିବସରେ ନିଦ୍ରା ଯାଏ ଓ ରସଦ୍ରବ୍ୟ ଭକ୍ଷଣ କରେ — A person who has thick thighs, arms and breast and a thin belly
  • ଗ୍ରା. ବିଣ. ପୁଂ. — ଚନ୍ଦ୍ରପୃଷ୍ଟ ବୋଲି ତାହାକୁ କହି। ପ୍ରାଚୀ, ପରଚେ ଗୀତା।