ଚନ୍ଦ୍ରଝୁମ୍ପି Chandrajhumpi

  • ଦେ. ବି — ଚନ୍ଦ୍ରଝୁମ୍ପା (ଦେଖ) — Chandrajhumpā (See)
  • ଦେ. ବି — ବହୁ ଚନ୍ଦ୍ରଝୁମ୍ପି ଝିଲିମିଲିକା—ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବି — ଉପର କାନରେ ପିନ୍ଧାଯିବା ଅର୍ଦ୍ଧଚନ୍ଦ୍ରାକାର ଫାସିଆ — A kind of crescent-shaped ear-ring for the upper ear