ଚନ୍ଦ୍ରଝଲକା Chandrajhalakā

  • ଦେ. ବି — ଚନ୍ଦ୍ରକିରଣ — The rays of the moon
  • ଦେ. ବି — ମୁଣ୍ଡର ଅଳଙ୍କାରବିଶେଷ — An ornament for the head
  • ଦେ. ବି — ବିଧୃତ ଚନ୍ଦ୍ରଝଲକାବଳି କି ମାଧୁରୀ—ଭଞ୍ଜ, ବୈଦେହୀଶବିଳାସ।