ଚନ୍ଦ୍ରଚୂଡ଼ Chandrachūṟḍ̠a

  • ସଂ. ବି (ବହୁବ୍ରୀହି; ଚନ୍ଦ୍ର ଚୁଡ଼ାରେ ଯାହାର; ଚନ୍ଦ୍ରଙ୍କୁ ମସ୍ତକରେ ବହୁଥିବା ଯୋଗୁଁ) — ମହାଦେବ — God Ṡiba (lit. moon-crested)
  • ସଂ. ବି (ବହୁବ୍ରୀହି; ଚନ୍ଦ୍ର ଚୁଡ଼ାରେ ଯାହାର; ଚନ୍ଦ୍ରଙ୍କୁ ମସ୍ତକରେ ବହୁଥିବା ଯୋଗୁଁ) — ପର୍ବତବିଶେଷ — Name of a mountain