ଚନ୍ଦ୍ରକ Chandraka
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ମୟୂରଚନ୍ଦ୍ରିକା — The circular spot or eye on the tail-feather of the peacock
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ମଣ୍ଡଳ; ବଳୟ; ମୁଦିଆ — A circular thing; a circular ring shaped like the moon (M.W.)
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ଚନ୍ଦ୍ରମଣ୍ଡଳ — The orb of the moon
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — (+ ସ୍ୱାର୍ଥେ. କ) ଚନ୍ଦ — The moon
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ନଖ — Finger-nail
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ଟଙ୍କାଚାନ୍ଦିମାଛ — A small circular freshwater-fish
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ଚନ୍ଦ୍ରକିରଣ (ହି. ଶବ୍ଦସାଗର) — Moon's rays
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ଧଳା ମରିଚ (ହି. ଶବ୍ଦସାଗର) — White pepper
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ମାଲକୋଶ ରାଗର ପୁତ୍ର ରାଗିଣୀବିଶେଷ (ହି,. ଶବ୍ଦସାଗର) — Name of a secondary musical air
- ସଂ. ବି. (ଚନ୍ଦ୍ର+ ତୁଲ୍ୟାର୍ଥେ. କ) — ଗୋଲମରିଚ — Black pepper (M.W.)