ଚନ୍ଦ୍ରକ୍ଷୟ Chandrakshaya

  • ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+କ୍ଷୟ) — ଅମାବାସ୍ୟା — The newmoon day
  • ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+କ୍ଷୟ) — ଯେଉଁ ତିଥିରେ ପୂର୍ଣ୍ଣ ଅମାବାସ୍ୟା ଥାଏ, ଅର୍ଥାତ୍ ଚନ୍ଦ୍ର ଆଦୌ ଦେଖାଯାଏ ନାହିଁ — The night when the moon is not at all seen