ଚନ୍ଦ୍ରକାନ୍ତ Chandrakānta

  • ସଂ. ବି. (ବହୁବ୍ରୀହି; ଚନ୍ଦ୍ର ଅଟେ କାନ୍ତ ଅର୍ଥାତ୍ ପ୍ରିୟ ଯାହାର) — କାଳ୍ପନିକ ମଣିବିଶେଷ — A fabulous gem; the moon-stone; jasper
  • ସଂ. ବି. (ବହୁବ୍ରୀହି; ଚନ୍ଦ୍ର ଅଟେ କାନ୍ତ ଅର୍ଥାତ୍ ପ୍ରିୟ ଯାହାର) — [ଦ୍ର—କଥିତ ଅଛି ଯେ ଏହା ଚନ୍ଦ୍ରକିରଣ ସ୍ପର୍ଶରେ ଦ୍ରବୀଭୂତ ହୁଏ। ବୋଧହୁଏ ଏହାକୁ ରାତିରେ ପଦାରେ ରଖିଲେ ଏହା ଉପରେ ଶିଶିରବିନ୍ଦୁ ପଡ଼ିବାରୁ ଏହା ତରଳିଯିବା ପରି ଦେଖା— ଯାଏ।]
  • ସଂ. ବି. (ବହୁବ୍ରୀହି; ଚନ୍ଦ୍ର ଅଟେ କାନ୍ତ ଅର୍ଥାତ୍ ପ୍ରିୟ ଯାହାର) — ଚନ୍ଦନ କାଠ — Sandal wood
  • ସଂ. ବି. (ବହୁବ୍ରୀହି; ଚନ୍ଦ୍ର ଅଟେ କାନ୍ତ ଅର୍ଥାତ୍ ପ୍ରିୟ ଯାହାର) — (ବହୁବ୍ରୀହି) କୁମୁଦ — Water lily
  • ସଂ. ବିଣ — ଚନ୍ଦ୍ର ପରି ସୁନ୍ଦର — Beautiful or charming as the moon
  • ଦେ. ବି. ପୁଂ (ନାମ) — ଲୋକଙ୍କ ନାମ — Name given to males