ଚନ୍ଦ୍ରକ ଚୂଳ Chandraka chūḻa
- ସଂ. ବି. (ଚନ୍ଦ୍ରକ+ଚୂଳ) — ମସ୍ତକ ଉପରେ ଅଳଙ୍କାର ରୂପେ ବ୍ଯବହୃତ ମୟୂରପୁଚ୍ଛର ଗୁଚ୍ଛ — Tail-feathers of the peacock tied into a bunch and put on the head as an ornament
- ସଂ. ବି. (ଚନ୍ଦ୍ରକ+ଚୂଳ) — ଚନ୍ଦ୍ରକଚୂଳ ଶିର ଦେଶେ। ପ୍ରାଚୀ, ପୂର୍ଣ୍ଣତମଚନ୍ଦ୍ରୋଦୟ