ଚନ୍ଦ୍ରଉଦିଆ Chandra-udiā

  • ଦେ. ବି. (ସଂ. ଚନ୍ଦ୍ର ଓ ଉଦୟ) — ବାଣବିଶେଷ; ଯେଉଁବାଣକୁ ଜାଳିଲେ ଚନ୍ଦ୍ରୋଦୟ ହେଲା ଭଳି ଧଳା ଆଲୋକ ଦେଖାଯାଏ; ମହତାପ — A firework emitting white light; the Bengal Lights
  • ଦେ. ବି. (ସଂ. ଚନ୍ଦ୍ର ଓ ଉଦୟ) — କୃବେଲି ଚାମର ସହସ୍ରେ ପଡ଼େ ଚନ୍ଦ୍ରଉଦିଆ ଦାଉ ଦାଉ ଝଡ଼େ—ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. ବିଣ — ଚନ୍ଦ୍ର ପରି ସୁନ୍ଦର ଓ ଉଜ୍ଜ୍ୱଳ — Lovely and bright like the moon; moonlike