ଚନ୍ଦ୍ର ଚାଳିବା Chandra chāḻibā

  • ଦେ. କ୍ରି — ସ୍ତ୍ରୀମାନଙ୍କ ଭିନ୍ନ ଭିନ୍ନ ଅଙ୍ଗରେ ଭିନ୍ନ ଭିନ୍ନ ତିଥିରେ ଅବସ୍ଥିତ 'ଚନ୍ଦ୍ର'ଙ୍କୁ କାମଶାସ୍ତ୍ରୋକ୍ତ ବିଧିଦ୍ୱାରା ଚଳାଇବା — To titillate the different parts of the body of a woman on different days of the fortnight
  • ଦେ. କ୍ରି — ନିତି ନିଧୁବନେ ଅନେକ ବିଧାନେ କେତେ ଚନ୍ଦ୍ର ଥାଇ ଚାଳି। କବିସୂର୍ଯ୍ୟ, ସଙ୍ଗୀତ।