ଚନ୍ଦନା Chandanā

  • ସଂ. ବି. — ଶୁକସଦୃଶ କିନ୍ତୁ ହ୍ରସ୍ୱପୁଚ୍ଛବିଶିଷ୍ଟ ଉଜ୍ଜ୍ୱଳ ହରିତ୍ବର୍ଣ୍ଣ ପକ୍ଷୀ; ପୁଂପକ୍ଷୀର ଗଳାରେ ଗୋଲାପି କଣ୍ଠରେଖା ବୁଲିଥାଏ; ଏ ମନୁଷ୍ୟର ବୋଲୀ ଶିଖି ପାରେ — Palœrnis Nepalensis; a species of short and broad-tailed singing parrots which can be taught to sing; the j̄aco bird
  • ସଂ. ବି. — [ଦ୍ର— ଏମାନେ ନାହାକା ଶୁଆଠାରୁ ବଡ଼ ଓ ମୋଟା। ଏମାନଙ୍କ ପୁଚ୍ଛ ଛୋଟ ଓ ଚେପ୍ଟା ଏବଂ ପୁଚ୍ଛର ଅଗ ଚଉଡ଼ା। ଏମାନଙ୍କ ଉପରଥଣ୍ଟ ଆଙ୍କୁଶା ପରି ତଳଥଣ୍ଟରର ଉପରକୁ ଆବରଣ କରିଥାଏ। ଏମାନେ ଲମ୍ବରେ ହାତେ ପର୍ଯ୍ୟନ୍ତ ବଢ଼ନ୍ତି।]
  • ସଂ. ବି. — ଚନ୍ଦନଶାରିବା (ଦେଖ) — Chandanaṡāribā (See)