ଚନ୍ଦନଶାରିବା Chandanaṡārībā

  • ସଂ. ବି. (ମ. ପ. ଲୋ, ଚନ୍ଦନଗନ୍ଧଯୁକ୍ତା ଶାରିବା) — ଈଷତ୍ ସୁବାସଯୁକ୍ତ ଓଷଧି ଲତାବିଶେଷ — A kind of sweet smelling medicinal creeper