ଚନ୍ଦନ ଯାତ୍ରା Chandana j̄ātrā
- ସଂ. ବି. — ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ 21 ଦିନ ଅପରାହ୍ନ ଓ ସନ୍ଧ୍ୟାରେ ପୁରୀ, ଭୁବନେଶ୍ୱର, ସତ୍ୟବାଦୀ ଓ ରାଜଧାନୀ ଓ ବଡ଼ ବଡ଼ ଗ୍ରାମ— ମାନଙ୍କରେ ପ୍ରତିଷ୍ଠିତ ଦେବବିଗ୍ରହମାନଙ୍କୁ ନିକଟବର୍ତ୍ତୀ ପୁଷ୍କରିଣୀକୁ ନେଇ ସେଠାରେ ଚାପରେ ବସାଇ କରାଯିବା ଜଳକ୍ରୀଡ଼ାରୂପ ଉତ୍ସବ — ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ21ଦିନ ଅପରାହ୍ନ ଓ ସନ୍ଧ୍ୟାରେ ପୁରୀ, ଭୁବନେଶ୍ୱର, ସତ୍ୟବାଦୀ ଓ ରାଜଧାନୀ ଓ ବଡ଼ ବଡ଼ ଗ୍ରାମ— ମାନଙ୍କରେ ପ୍ରତିଷ୍ଠିତ ଦେବବିଗ୍ରହମାନଙ୍କୁ ନିକଟବର୍ତ୍ତୀ ପୁଷ୍କରିଣୀକୁ ନେଇ ସେଠାରେ ଚାପରେ ବସାଇ କରାଯିବା ଜଳକ୍ରୀଡ଼ାରୂପ ଉତ୍ସବ—The festival of taking out the image of a Deity to a tank and giving it a boating in the afternoon and evening for 21 days beginning with the third day of the light fortnight of the month of Ba̲i̱ṡākha