ଚନ୍ଦନ ପୁଷ୍ପ Chandana pushpa

  • ସଂ. ବି.—(ବହୁବ୍ରୀହି; ଚନ୍ଦନ ପରି ସୁବାସିତ ପୁଷ୍ପ ଯାହାର) — ଲବଙ୍ଗ — Cloves
  • ସଂ. ବି.—(ବହୁବ୍ରୀହି; ଚନ୍ଦନ ପରି ସୁବାସିତ ପୁଷ୍ପ ଯାହାର) — ( 6 ଷ୍ଠୀ ତତ୍) ଚନ୍ଦନ ଗଛର ଫୁଲ — (6ଷ୍ଠୀ ତତ୍) ଚନ୍ଦନ ଗଛର ଫୁଲ—. The flowers of the sandal tree