ଚନ୍ଦନ ଦାନ୍ Chandana dān

  • ଦେ. ବି. (ସଂ. ଚନ୍ଦନ+ ଆଧାନୀ) — ଘୋରା ଚନ୍ଦନକୁ ରଖି ବ୍ଯବହାର କରିବା ନିମନ୍ତେ ରୂପାର ପାତ୍ର — A tray or cup for keeping sandal-paste