ଚନଚନାଇବା Chanchanāibā

  • ପ୍ରାଦେ (ସମ୍ବଲପୁର) କ୍ରି — କୌଣସି କାର୍ଯ୍ୟରେ ଖୁବ୍ ଦୃଢ଼ତା ସହିତ ଲାଗିଯିବା — To be engaged in a work with avidity
  • ପ୍ରାଦେ (ସମ୍ବଲପୁର) କ୍ରି — (ବଥ) ବିନ୍ଧିବା; ବଥାଇବା, କଟ୍କଟ୍ ହେବା — To ache (said of boil)