ଚତ୍ୱାଳ Chatwaḻa

  • ସଂ. ବି (ଚତ୍ ଧାତୁ +ବାଳ) — ହୋମାଗ୍ନି ନିମନ୍ତେ ଖୋଦିତ ଗର୍ତ୍ତ — A hole in the ground for the sacrificial fire
  • ସଂ. ବି (ଚତ୍ ଧାତୁ +ବାଳ) — ପକ୍କା ବା ପଥରବନ୍ଧା ଚଟାଣ; ଚଉତରା — A paved floor or platform
  • ସଂ. ବି (ଚତ୍ ଧାତୁ +ବାଳ) — ଗର୍ଭ — Womb (M.W.)
  • ସଂ. ବି (ଚତ୍ ଧାତୁ +ବାଳ) — ଦର୍ଭ; କୁଶତୃଣ — The Kuṡa grass (M.W.)