ଚତୁଷ୍ପାଠୀ Chatushpāṭhī

  • ସଂ. ବିଣ.—(ଚତୁର+ପଠ ଧାତୁ + ଈ) — ଚଉପାଢ଼ୀ; ଟୋଲ — Sanscrit Tol or Academy
  • ସଂ. ବିଣ.—(ଚତୁର+ପଠ ଧାତୁ + ଈ) — ଯେଉଁଠାରେ 4 ବେଦ ଶିକ୍ଷା ଦିଆ ଯାଏ; ବେଦ ବିଦ୍ୟାଳୟ — ଯେଉଁଠାରେ4ବେଦ ଶିକ୍ଷା ଦିଆ ଯାଏ; ବେଦ ବିଦ୍ୟାଳୟ—. A college where 4 vedas are taught