ଚତୁଷ୍ପଦ Chatushpada

  • ସଂ. ବି. ପୁଂ—(ବହୁବ୍ରୀହି) — ଚାରିଗୋଡ଼ିଆ ଜନ୍ତୁ; ପଶୁ — Quadruped
  • ସଂ. ବି. ପୁଂ—(ବହୁବ୍ରୀହି) — (ଦ୍ୱିଗୁ) ଚାରିଚରଣବିଶିଷ୍ଟ ଶ୍ଲୋକ — A verse with 4 lines or parts; a quartet
  • ସଂ. ବି. ପୁଂ—(ବହୁବ୍ରୀହି) — ଚଉପଦୀ; 4 ପାଦିଆ ଗୀତ — ଚଉପଦୀ;4ପାଦିଆ ଗୀତ— . A song with 4 stanzas
  • ସଂ. ବି. ପୁଂ—(ବହୁବ୍ରୀହି) — ଚାରିଗୋଡ଼ିଆ ଖଟ; ଚାରିପାୟା — A bedstead with posts
  • ସଂ. ବି. ପୁଂ—(ବହୁବ୍ରୀହି) — ରତିବନ୍ଧବିଶେଷ — A kind of coitus (M.W.)
  • ସଂ. ବି. ପୁଂ—(ବହୁବ୍ରୀହି) — ଚତୁଷ୍ପଦା, ଚତୁଷ୍ପଦିକା, ଚତୁଷ୍ପଦୀ —ସ୍ତ୍ରୀ — ଚତୁଷ୍ପଦା, ଚତୁଷ୍ପଦିକା, ଚତୁଷ୍ପଦୀ—ସ୍ତ୍ରୀ
  • ସଂ. ବିଣ. — ଚାରିଟି ଗୋଡ଼ ଥିବା (ଜନ୍ତୁ) — (animal) Having four feet or legs; four-legged
  • ସଂ. ବିଣ. — ଚାରିଚରଣବିଶିଷ୍ଟ (ଶ୍ଲୋକ) — Consisiting of four lines
  • ସଂ. ବିଣ. — ଚାରୋଟି ଶ୍ଳୋକଯୁକ୍ତ (ଗୀତ) ବା ପଦ୍ଯ — Having four stanzas
  • ସଂ. ବିଣ. — ଚାରୋଟି ପାଦ ବା ଖୁରା ଥିବା (ଆସନାଦି) — Four-footed (Seat)
  • ସଂ. ବିଣ. — (ବୀଜଗଣିତ)— 4 ଟି ପାଦ ଥିବା ସମୀକରଣ — (ବୀଜଗଣିତ)—4ଟି ପାଦ ଥିବା ସମୀକରଣ— . (algebra) Tetranomial (equation)
  • ସଂ. ବିଣ. — ଚାରୋଟି ପଦ ବା ଶବ୍ଦଯୁକ୍ତ (ବାକ୍ୟ) — (a sentence) Having four words