ଚତୁଷ୍ପଥ Chatushpatha
- ସଂ. ବି.—(ଦ୍ୱିଗୁ; ଚତୁର୍+ପଥିନ୍) — ଚଉରାସ୍ତା; ଛକ — Meeting of 2 crossing roads; cross-way
- ସଂ. ବି.—(ଦ୍ୱିଗୁ; ଚତୁର୍+ପଥିନ୍) — ଜନପଦ ଅନ୍ନ-କଷ୍ଟରେ ଆର୍ତ୍ତ ହେବ, ଚତୁଷ୍ପଥ ଲମ୍ପଟ ବେଶ୍ୟାରେ ପୂରିବ। କୃଷ୍ଣସିଂହ, ମହାଭାରତ।
- ସଂ. ବି.—(ଦ୍ୱିଗୁ; ଚତୁର୍+ପଥିନ୍) — ଚଉମୁହାଣିଆ ସ୍ଥାନ — Place having four outlets
- ସଂ. ବି.—(ଦ୍ୱିଗୁ; ଚତୁର୍+ପଥିନ୍) — (ଚତୁରାଶ୍ରମୀ ବା ଚତୁର୍ବେଦାଧ୍ୟାୟୀ) ବ୍ରାହ୍ମଣ — A Brahman (treading on the path of the 4 Vedas or following the 4 āṡramas.)
- ସଂ. ବିଣ. — (ବହୁବ୍ରୀହି) ଯହିଁରେ 4 ଟି ବାଟ ଅଛି — (ବହୁବ୍ରୀହି) ଯହିଁରେ4ଟି ବାଟ ଅଛି— Having four outlets