ଚତୁଷ୍କୋଣ Chatushkoṇa

  • ସଂ. ବିଣ (ବହୁବ୍ରୀହି; ଚତୁଃ+କୋଣ) — ଚାରିକୋଣଯୁକ୍ତ (କ୍ଷେତ୍ର) — Quadrangular; having 4 angles
  • ସଂ. ବି — (ଦ୍ୱିଗୁ) ଚାରୋଟି କୋଣ — Four angles
  • ସଂ. ବି — (ବହୁବ୍ରୀହି;)—ଚାରିକୋଣଯୁକ୍ତ କ୍ଷେତ୍ର; ଚତୁର୍ଭୁଜ କ୍ଷେତ୍ର — Tetragon; a figure with 4 sides