ଚତୁଷ୍କା Chatushkā
- ସଂ. ବି. ସ୍ତ୍ରୀ (ଚତୁଷ୍କ+ଆ) — ଚାରିକୋଣିଆ ଛୋଟ ପୋଖରୀ; ଚଉକା — Small square tank
- ସଂ. ବି. ସ୍ତ୍ରୀ (ଚତୁଷ୍କ+ଆ) — ଚଉକି; ବେତ୍ରାସନ — Chair; a square stool
- ସଂ. ବି. ସ୍ତ୍ରୀ (ଚତୁଷ୍କ+ଆ) — ମଶାରି; ଚାନ୍ଦୁଆ — A square awning; a mosquito curtain
- ସଂ. ବି. ସ୍ତ୍ରୀ (ଚତୁଷ୍କ+ଆ) — ଚାରିସରିଆ ହାର — A necklace of strings (M.W.)