ଚତୁର୍ଯୁଗ Chaturj̄uga
- ସଂ. ବି. (ଦ୍ୱିଗୁ; ଚତୁର୍+ଯୁଗ) — ହିନ୍ଦୁଶାସ୍ତ୍ରୋକ୍ତ ସତ୍ୟ, ତ୍ରେତା, ଦ୍ୱାପର ଓ କଳି ନାମକ ପୃଥିବୀର 4 ଗୋଟି ଯୁଗ — ହିନ୍ଦୁଶାସ୍ତ୍ରୋକ୍ତ ସତ୍ୟ, ତ୍ରେତା, ଦ୍ୱାପର ଓ କଳି ନାମକ ପୃଥିବୀର4ଗୋଟି ଯୁଗ—The four ages of the world viz, Satya, Tretā, Dwāpara and Kaḻi (according to the Hindu mythology)