ଚତୁର୍ମାସ Chaturmāsa

  • ସଂ. ବି. (ଦ୍ୱିଗୁ; ଚତୁର+ମାସ) — ବର୍ଷା ଚାରିମାସ; ଆଷାଢ଼ ଶୁକ୍ଳ ଦ୍ୱାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ ସମୟ, ଦେବଶୟନ ଏକାଦଶୀଠାରୁ ଉତ୍ଥାନ ଏକାଦଶୀ ପର୍ଯ୍ୟନ୍ତ 4 ମାସ ସମୟ; ଚତୁର୍ମାସ୍ୟା — ବର୍ଷା ଚାରିମାସ; ଆଷାଢ଼ ଶୁକ୍ଳ ଦ୍ୱାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ ସମୟ, ଦେବଶୟନ ଏକାଦଶୀଠାରୁ ଉତ୍ଥାନ ଏକାଦଶୀ ପର୍ଯ୍ୟନ୍ତ4ମାସ ସମୟ; ଚତୁର୍ମାସ୍ୟା—. The monsoon months; the time of 4 month from the 2th day of the bright fortnight of Āshāṟḍ̠ẖa to the 2th day of the bright fortnight of Kārttika
  • ସଂ. ବି. (ଦ୍ୱିଗୁ; ଚତୁର+ମାସ) — ଏରୂପେ କରି କ୍ଷେତ୍ରବାସ ରହିଲେ ତିନି ଚତୁର୍ମାସ—ଭୂପତି, ପ୍ରେମପଞ୍ଚାମୃତ।
  • ସଂ. ବି. (ଦ୍ୱିଗୁ; ଚତୁର+ମାସ) — 4 ମାସ ସମୟ — 4ମାସ ସମୟ—. A period of 4 months