ଚତୁର୍ମାଥ Chaturmātha

  • ଦେ. ବି. (ସଂ. ଚତୁର+ମସ୍ତକ) — ଚତୁର୍ମୁଖ (ଦେଖ) — Chaturmukha (See)
  • ଦେ. ବି. (ସଂ. ଚତୁର+ମସ୍ତକ) — ରଣ ନିବାରି ଚତୁର୍ମାଥ ମିଳିଲେ ସୋମର ଅଗ୍ରତ—ଜଗନ୍ନାଥ, ଭାଗବତ।