ଚତୁର୍ଭୁଜ Chaturbhuja
- ସଂ. ବି. (ବହୁବ୍ରୀହି) — ବିଷ୍ଣୁ — Bishṇu (having 4 hands)
- ସଂ. ବି. (ବହୁବ୍ରୀହି) — ଯେଉଁ କ୍ଷେତ୍ର 4 ଟି ରେଖାଦ୍ୱାରା ଆବଦ୍ଧ — ଯେଉଁ କ୍ଷେତ୍ର4ଟି ରେଖାଦ୍ୱାରା ଆବଦ୍ଧ— . A quadrilateral figure
- ସଂ. ବିଣ — ଚାରିହାତବିଶିଷ୍ଟ — Four-armed; four-handed
- ସଂ. ବିଣ — ଚାରିରେଖାବିଶିଷ୍ଟ — Quadrilateral; four-sided
- ଦେ. ବି. ପୁଂ — ଲୋକଙ୍କ ନାମ — Name given to males