ଚତୁର୍ବେଦ Chaturbeda

  • ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ବେଦ) — ଚାରିଗୋଟି ବେଦର ସମଷ୍ଟି; ବେଦଚତୁଷ୍ଟୟ (ଋକ୍, ସାମ, ଯଜୁଃ ଓ ଅଥର୍ବ) — The four Bedas (Ruk, Sāma, Jajur and Atharba)