ଚତୁର୍ବେଦୀ Chaturbedī

  • ସଂ. ବି. (ଚତୁର୍+ବେଦ+ଇନ୍; 1 ମା. 1 ବ.) — ଚାରିବେଦ ପଢ଼ିଥିବା ବ୍ରାହ୍ମଣ; ଚୋବେ — One who has read 4 Bedas; one versed in 4 Bedas
  • ସଂ. ବିଣ — ଚତୁର୍ବିଦ୍ୟ — Versed in the four Bedas