ଚତୁର୍ବର୍ଣ୍ଣ Chaturbarṇṇa
- ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ବର୍ଣ୍ଣ) — ହିନ୍ଦୁମାନଙ୍କର ଜାତିଚତୁଷ୍ଟୟ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର) — The four castes amongst the Hindus (Brāhmaṇa, Kshatriya, Bai̱ṡya and Ṡūdra)
- ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ବର୍ଣ୍ଣ) — ଚାରିଟି ପ୍ରଧାନ ବର୍ଣ୍ଣ ବା ରଙ୍ଗ (ଧଳା, କଳା, ନାଲି ଓ ନେଳୀ) — The four principal colours (white, black, red and blue)