ଚତୁର୍ବର୍ଗଦାତା Chaturbrga dātā

  • ସଂ. ବି. ( 6 ଷ୍ଠୀ ତତ୍; ଚତୁର୍ବର୍ଗ+ଦାତା; ଯେ ମନୁଷ୍ୟକୁ ଚର୍ତୁର୍ବର୍ଗ ଦିଅନ୍ତି) — ପରମେଶ୍ୱର; ଭଗବାନ — God