ଚତୁର୍ଧାମୂରତି Chaturdhā mūrati
- ଦେ. ବି. (ସଂ. ଚତୁର୍ଦ୍ଧା+ ମୂର୍ତ୍ତି) — ଶ୍ରୀ ବିଷ୍ଣୁଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥିବା ମୂର୍ତ୍ତି — The image of Bishṇu holding conch, discus, mace and lotus in hands
- ଦେ. ବି. (ସଂ. ଚତୁର୍ଦ୍ଧା+ ମୂର୍ତ୍ତି) — (ଚତୁର୍ଦ୍ଧାମୂରତି—ଅନ୍ଯରୂପ)
- ଦେ. ବି. (ସଂ. ଚତୁର୍ଦ୍ଧା+ ମୂର୍ତ୍ତି) — ଜଗନ୍ନାଥଙ୍କ ମନ୍ଦିରରେ ଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଚକ୍ର ଏହିପରି ଚାରିଟି ମୂର୍ତ୍ତି — Four images inside the temple of Jagannath
- ଦେ. ବି. (ସଂ. ଚତୁର୍ଦ୍ଧା+ ମୂର୍ତ୍ତି) — ସୁଭଦ୍ରା ସୁଦର୍ଶନ ଶ୍ରୀପତି ବଳଦେବ ଆଦି ଚତୁର୍ଧା ମୂରତି । ପ୍ରାଚୀ, ରହସ୍ୟମଞ୍ଜରୀ।