ଚତୁର୍ଦ୍ଦଶବିଡ୍ୟା Chaturddaṡabidyā
- ସଂ. ବି. — ବ୍ରାହ୍ମଣର ପଠନୀୟ 14 ଟି ବିଦ୍ୟା (ଯଥା— 4 ବେଦ, 6 ବେଦାଙ୍ଗ, ଧର୍ମଶାସ୍ତ୍ର ବା ସଂହିତା, ପୁରାଣ, ମୀମାଂସା ଓ ତର୍କ ଏହି 4 ଶାସ୍ତ୍ର) — ବ୍ରାହ୍ମଣର ପଠନୀୟ14ଟି ବିଦ୍ୟା (ଯଥା—4ବେଦ,6ବେଦାଙ୍ଗ, ଧର୍ମଶାସ୍ତ୍ର ବା ସଂହିତା, ପୁରାଣ, ମୀମାଂସା ଓ ତର୍କ ଏହି4ଶାସ୍ତ୍ର)— Fourteen lores or arts to be learnt by every Brahman as enjoined in the Sastras (viz, 4 Vedas, 6 Vedangas and Law, mythology, Logic and Philosophy)