ଚତୁର୍ଦିଗା Chaturdigā

  • ଦେ. ବିଣ (ସଂ. ଚତୁର୍ଦିକ୍) — ଚତୁର୍ଦିଗ ବ୍ୟାପିଥିବା; ଚଉଦିଗା — Pervading the four points of the compass; extending over the four quarters
  • କ୍ରି. ବିଣ — ଚତୁର୍ଦିଗରେ; ଚାରିଆଡ଼େ — On all sides; in every quarter
  • କ୍ରି. ବିଣ — (ଯଥା—ଏଥରକ ମେଘ ଚତୁର୍ଦିଗା ବରଷିଛି।)
  • କ୍ରି. ବିଣ — ଯେ ସବୁଆଡ଼େ ଘେରିକରି (ଥାଏ) — All round