ଚତୁର୍ଦିକ୍ Chaturdik
- ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ ଦିଶ; 1 ମା. 1 ମ) — ଚଉଦିଗ; ପୂର୍ବପଶ୍ଚିମ ଓ ଉତ୍ତରଦକ୍ଷିଣ ଦିକ୍— ଚତୁଷ୍ଟୟ — The four quarters or points of the compass
- ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ ଦିଶ; 1 ମା. 1 ମ) — କୌଣସି ବସ୍ତୁର ଚାରି ଆଡ଼ ବା ପାର୍ଶ୍ୱ — The four sides of a thing
- ସଂ. ବି. (ସମାହାର ଦ୍ୱିଗୁ; ଚତୁର୍+ ଦିଶ; 1 ମା. 1 ମ) — ସମସ୍ତ ବିଷୟ — All matters
- ଦେ. ଅ. — ଚାରିଆଡ଼େ — On all sides
- ଦେ. ଅ. — ସବୁଆଡ଼େ — All round