ଚତୁର୍ଦଶପଦୀ କବିତା Chaturdaṡapadī kabitā

  • ସଂ. ବି. (ଆଧୁନିକ ପ୍ରୟୋଗ) — ଇଂରାଜି ସନ୍ନେଟ ଅନୁକରଣରେ ରଚିତ 14 ଟି ଧାଡ଼ିବିଶିଷ୍ଟ କବିତା — ଇଂରାଜି ସନ୍ନେଟ ଅନୁକରଣରେ ରଚିତ14ଟି ଧାଡ଼ିବିଶିଷ୍ଟ କବିତା— 1. A poem with 14 lines; sonnet
  • ସଂ. ବି. (ଆଧୁନିକ ପ୍ରୟୋଗ) — [ଦ୍ର—ମଧୁସୂଦନ ରାଓ ଓଡ଼ିଆ ଭାଷାରେ ଏହିପରି କେତେଗୁଡ଼ିଏ କବିତା ଲେଖିଛନ୍ତି।]
  • ସଂ. ବି. (ଆଧୁନିକ ପ୍ରୟୋଗ) — ଚଉଦପୋଇ — Poems with fourteen lines
  • ସଂ. ବି. (ଆଧୁନିକ ପ୍ରୟୋଗ) — [ଦ୍ର—ସ୍ୱର୍ଣ୍ଣପୁରର ସ୍ୱର୍ଗୀୟ ଯୁବରାଜ ଶ୍ରୀ ପ୍ରତାପରୁଦ୍ର ସିଂହ ଦେବଙ୍କ ରଚିତ ଗୁଡ଼ିଏ ଚତୁର୍ଦ୍ଦଶପଦୀ ବା ଚଉଦପୋଇ ପ୍ରାଚୀନ କବିତା ସୋନପୁରର ପଟାଏତ ସୁଧାଂଶୁଶେଖର ସିଂହ ଦେବଙ୍କ ଦ୍ୱାରା ପୁସ୍ତକା— କାରରେ ପ୍ରକାଶିତ ହୋଇଅଛି।]