ଚତୁର୍ଥକ Chaturthaka

  • ସଂ. ବି. (ଚତୁର୍ଥ+କ; ଯେଉଁ ଜ୍ୱର ପ୍ରତି 4 ର୍ଥ ଦିନ ଆକ୍ରମଣ କରେ) — ବିଷମଜ୍ୱରବିଶେଷ; ପାଳିଜର — A kind of remittent fever; quartan
  • ସଂ. ବି. (ଚତୁର୍ଥ+କ; ଯେଉଁ ଜ୍ୱର ପ୍ରତି 4 ର୍ଥ ଦିନ ଆକ୍ରମଣ କରେ) — ସଙ୍ଗୀତର ତାଳବିଶେଷ — A kind of measure in music (M.W.)