ଚତୁର୍ଜାତ Chaturjāta

  • ସଂ. ବି. (ଆୟୁର୍ବେଦ) — 4 ଗୋଟି ଔଷଧଦ୍ରବ୍ୟ (ଗୁଡ଼ତ୍ୱକ, ଅଳାଇଚ, ତେଜପତ୍ର ଓ ନାଗେଶ୍ୱର) — 4ଗୋଟି ଔଷଧଦ୍ରବ୍ୟ (ଗୁଡ଼ତ୍ୱକ, ଅଳାଇଚ, ତେଜପତ୍ର ଓ ନାଗେଶ୍ୱର)—Four kinds of articles used as medicine (viz cinnamon, Cardamom, Cassia leaves and Messua Ferra)